ଦେଶରେ ବୃଦ୍ଧି ପାଉଛି ଫାଷ୍ଟାଗ୍ ନିୟମାନୁପାଳନ, ହ୍ରାସ ପାଉଛି ଇ-ନୋଟିସ୍ ସଂଖ୍ୟା || FASTag compliance is increasing in the country, the number of e-notices is decreasing

ଜାତୀୟ ରାଜପଥଗୁଡ଼ିକରେ ଗାଡ଼ିଚାଳକମାନଙ୍କୁ ବିନା କୌଣସି ବାଧାରେ ସହଜ ଏବଂ ଦ୍ରୁତ ଯାତାୟାତ ସୁବିଧା ଯୋଗାଇଦେବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ‘ମଲ୍ଟି-ଲେନ୍ ଫ୍ରି ଫ୍ଲୋ’ (MLFF) ଟୋଲ୍ ସିଷ୍ଟମର ସୁପରିଣାମ ଏବେ ସାମ୍ନାକୁ ଆସିବାରେ ଲାଗିଛି। ହାଇୱେରେ ବିନା ବାରିଅରରେ ଟୋଲ୍ ପାର୍ ହେବାର ସୁବିଧା ପାଇବା ପରେ ଏବେ ଗାଡ଼ିଚାଳକମାନଙ୍କ ଆଚରଣ ଓ ନିୟମ ପାଳନରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି। NHAIର ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶର … Continue reading ଦେଶରେ ବୃଦ୍ଧି ପାଉଛି ଫାଷ୍ଟାଗ୍ ନିୟମାନୁପାଳନ, ହ୍ରାସ ପାଉଛି ଇ-ନୋଟିସ୍ ସଂଖ୍ୟା || FASTag compliance is increasing in the country, the number of e-notices is decreasing