Fast Tag for one year In Rs. 3000 ।। ୩୦୦୦ ଟଙ୍କାରେ ବର୍ଷେ ଫାଷ୍ଟ୍ ଟ୍ୟାଗ

ବହୁ ଦିନ ଧରି ଦେଶରେ ଆଲୋଚନା ହେଉଥିବା ଫାଷ୍ଟ୍ ଟ୍ୟାଗ ପାସ୍‍କୁ ନେଇ ଆସିଲା ବଡ଼ ଖବର। ଅଗଷ୍ଟ ୧୫ରୁ ସାରା ଦେଶରେ ଲାଗୁ ହେବ ନୂଆ ଫାଷ୍ଟ୍ ଟ୍ୟାଗ ପାସ୍। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରୁଛି। ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ଅନେକ ନୂତନ ସୁବିଧା ପ୍ରଦାନ କରାଯିବ। କେନ୍ଦ୍ର ସଡ଼କ ଓ ପରିବହନ … Continue reading Fast Tag for one year In Rs. 3000 ।। ୩୦୦୦ ଟଙ୍କାରେ ବର୍ଷେ ଫାଷ୍ଟ୍ ଟ୍ୟାଗ