Farmers used to count the eggs laid by the bird to forecast rainfall ।। ଏହି ପକ୍ଷୀର ଅଣ୍ଡାରୁ ଜଣା ପଡ଼ିଯାଏ ଏଥର କେତେ ବର୍ଷା ହେବ, ଏଥର ଅଣ୍ଡା ସଂଖ୍ୟାରୁ ଜଣା ଥିଲା ଆସୁଛି ବର୍ଷା ବିପର୍ଯ୍ୟୟ!

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରଥମେ ବାଦଲ ଫଟା ବର୍ଷା ହେଲା । ତା’ପରେ ପ୍ରଳୟଙ୍କାରୀ ବନ୍ୟା ଅନେକ ଅଞ୍ଚଳକୁ ନିଜ କବଳରେ ନେଇଗଲା। ଏହାପରେ, ବନ୍ୟାର ଏହି ଧାରା ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ହରିୟାଣା ପର୍ଯ୍ୟନ୍ତ ପହଞ୍ଚିଗଲା। ଏହି ରାଜ୍ୟମାନଙ୍କର ଅନେକ ସହର ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଗଲା। ଏବେ ବନ୍ୟାର କୋପ ଜମ୍ମୁ ଓ କଶ୍ମୀରରେ ଜାରି ରହିଛି। ପ୍ରକୃତିର ଏହି କୋପ ସମ୍ପର୍କରେ ମୌସୁମ ବିଭାଗ ପୂର୍ବାନୁମାନ … Continue reading Farmers used to count the eggs laid by the bird to forecast rainfall ।। ଏହି ପକ୍ଷୀର ଅଣ୍ଡାରୁ ଜଣା ପଡ଼ିଯାଏ ଏଥର କେତେ ବର୍ଷା ହେବ, ଏଥର ଅଣ୍ଡା ସଂଖ୍ୟାରୁ ଜଣା ଥିଲା ଆସୁଛି ବର୍ଷା ବିପର୍ଯ୍ୟୟ!