ଫସଲ ହାନି ରିପୋର୍ଟ ପାଇଁ ଚାଷୀଙ୍କୁ ଜାନୁଆରୀ ୧ ପର୍ଯ୍ୟନ୍ତ ସମୟ

ଅଦିନିଆ ବର୍ଷା ଯୋଗୁଁ ଓଡ଼ିଶାର ଚାଷୀମାନେ ଫସଲ କ୍ଷୟକ୍ଷତି ର ରିପୋର୍ଟ ଦେବା ସହ କ୍ଷୟକ୍ଷତିର କ୍ଷତିପୂରଣ ଦାବି କରିବାର ସମୟସୀମାକୁ ଜାନୁଆରି ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମେ ଫସଲ ହାନିର ଶେଷ ତାରିଖ ଡିସେମ୍ବର ୨୯ ଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ଏହି ସମୟସୀମାକୁ ଜାନୁଆରି ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି … Continue reading ଫସଲ ହାନି ରିପୋର୍ଟ ପାଇଁ ଚାଷୀଙ୍କୁ ଜାନୁଆରୀ ୧ ପର୍ଯ୍ୟନ୍ତ ସମୟ