ଚାଷୀଙ୍କ ଆୟ ବହୁଗୁଣିତ କରିବ ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର: କେଭି

Agriculture: ମ୍ୟାପ୍ ମାଇଁ କ୍ରପ କମ୍ପାନୀ ଓଡ଼ିଶାରେ କାର୍ଯ୍ୟ କରିବାକୁ ଆଗ୍ରହୀ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମ୍ୟାପ ମାଇଁ କ୍ରପର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା  କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ଉପସ୍ଥାପନ ପ୍ରଦର୍ଶନ କରିଛନ୍ତି। ଏହି ଉପସ୍ଥାପନ ପ୍ରଦର୍ଶନ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ … Continue reading ଚାଷୀଙ୍କ ଆୟ ବହୁଗୁଣିତ କରିବ ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର: କେଭି