Farmers’ discontent as government faces heavy financial burden || ସରକାରଙ୍କୁ ମହାଙ୍ଗା ପଡ଼ିବ ଚାଷୀ ଅସନ୍ତୋଷ

ଓଡ଼ିଆ ପ୍ରବଚନରେ ଅଛି— “ଗୋଦରା କୋଡ଼େ ଯେତେ, ମାଡ଼େ ସେତେ”। ଅର୍ଥାତ୍‍ ଯେତେ ଅଧିକ ଆଡ଼ମ୍ବର, ସେତେ ଅଧିକ କ୍ଷତି। ଆଜି ଏହି କଥାଟି ଯଦି କାହା ପାଇଁ ସବୁଠାରୁ ଠିକ୍ ଭାବରେ ଖାପ ଖଉଛି, ସେମାନେ ହେଲେ ମୋହନ ସରକାରରେ ଥିବା ମନ୍ତ୍ରୀମାନେ। ନିର୍ବାଚନ ପୂର୍ବରୁ ଯେଉଁ ଚାଷୀ–ପ୍ରେମର ଢୋଲ ବଜାଇ ଶାସନ କ୍ଷମତାକୁ ଆସିଥିଲେ, କ୍ଷମତା ହାସଲ କରିବା ପରେ ସେଇ ଢୋଲ ଏବେ ଚୁପ୍। ନିର୍ବାଚନ ସମୟରେ ଧାନର ନ୍ୟୁନତମ ସମର୍ଥନ ମୂଲ୍ୟ … Continue reading Farmers’ discontent as government faces heavy financial burden || ସରକାରଙ୍କୁ ମହାଙ୍ଗା ପଡ଼ିବ ଚାଷୀ ଅସନ୍ତୋଷ