ଫ୍ଲପ୍ ହେଲା କି ସିକନ୍ଦର?

Sikandar: ସଲମାନ୍ ଖାନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ସିକନ୍ଦରଭାଇଙ୍କ ରିଲିଜ୍ ରୁ ଆଶାନୁରୂପ ପ୍ରତିକ୍ରିୟା ମିଳିନାହିଁ। ଦୀର୍ଘ ସପ୍ତାହାନ୍ତ ପାଇଥିଲେ ମଧ୍ୟ ଚଳିତ ଇଦ୍ ରିଲିଜ୍ ପ୍ରତିଯୋଗିତାରେ କୌଣସି ବଡ଼ ରିଲିଜ୍ ସୁଯୋଗର ସଦୁପଯୋଗ କରିବାରେ ବିଫଳ ହୋଇଛି। ଯଦିଓ ସଲମାନ ଖାନଙ୍କ ପ୍ରଶଂସକମାନେ ଏବେ ବି କହୁଛନ୍ତି ଯେ ବଲିଉଡସୁପରଷ୍ଟାର ସିକନ୍ଦରରେ ଭଲ ଥିଲେ ଏବଂ ଏହା କେକେବିକେଜେ ଠାରୁ ବହୁତ ଭଲ ଚଳଚ୍ଚିତ୍ର, ତଥାପି ବାଣିଜ୍ୟ ବିଶେଷଜ୍ଞ ଏବଂ ସାଧାରଣ ଲୋକ ମାନେ ଏଆର … Continue reading ଫ୍ଲପ୍ ହେଲା କି ସିକନ୍ଦର?