ମୃତଦେହ ନେବାକୁ ମନା କଲେ ପରିବାର, ମହିଳାଙ୍କ ଶେଷକୃତ୍ୟ କଲା ପୋଲିସ || Family Refuses to Take Woman’s Body, Police Perform Her Last Rites in Sundargarh

ମଣିଷପଣିଆର ଏକ ହୃଦୟସ୍ପର୍ଶୀ ଉଦାହରଣ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲାରୁ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ମୃତଦେହ ଚିହ୍ନଟ କରିଥିଲେ ମଧ୍ୟ ତାହାକୁ ନେବାକୁ ରାଜି ହୋଇନଥିଲେ। ଶେଷରେ ଚାନ୍ଦିପୋଷ ପୋଲିସ ମାନବିକତା ଦେଖାଇ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛି। ମୃତ ମହିଳାଙ୍କ ନାମ ରତନୀ ମୁଣ୍ଡା। ତାଙ୍କ ବୟସ ୫୨ ବର୍ଷ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସୂଚନା ଅନୁସାରେ, ଅସୁସ୍ଥ ଥିବା ରତନୀ ଅଗଷ୍ଟ ୪ … Continue reading ମୃତଦେହ ନେବାକୁ ମନା କଲେ ପରିବାର, ମହିଳାଙ୍କ ଶେଷକୃତ୍ୟ କଲା ପୋଲିସ || Family Refuses to Take Woman’s Body, Police Perform Her Last Rites in Sundargarh