ବଙ୍କର, ବାରୁଦ ଓ ବଲିଉଡ୍: ସଙ୍କଟ ସମୟରେ ‘ନକଲି’ ସୁପରଷ୍ଟାର୍ ଏବଂ ‘ଅସଲି’ ଭାରତର ବାସ୍ତବତା || Fake Superstar

ଦେଶର ରାଜନୈତିକ ଏବଂ ସାମାଜିକ ପରିପ୍ରେକ୍ଷୀରେ ବଲିଉଡ୍ ପ୍ରତି ଲୋକଙ୍କର ଏକ ଭିନ୍ନ ଆକର୍ଷଣ ରହିଥାଏ। କିନ୍ତୁ ଯେତେବେଳେ ଜାତୀୟ ନିରାପତ୍ତା ଏବଂ ଆନ୍ତର୍ଜାତୀକ ସଙ୍କଟ କଥା ଉଠେ, ସେତେବେଳେ ଏହି ଚେହେରାଗୁଡ଼ିକର ଅସଲ ମୁଖା ଖୋଲିଯାଏ। ଦେଶର ଶାନ୍ତି ଓ ସ୍ଥିରତା ସମୟରେ ଯେଉଁମାନଙ୍କୁ ଭାରତର ମାଟି ‘ବୋର’ ଲାଗେ, ସେମାନେ ଆଜି ଯୁଦ୍ଧ ଜର୍ଜରିତ ଆକାଶ ତଳେ ବଙ୍କର ଖୋଜୁଛନ୍ତି। ଇରାନ-ଇସ୍ରାଏଲ୍ ମଧ୍ୟରେ ଘୋଟି ଆସିଥିବା ଯୁଦ୍ଧର କଳାବାଦଲ ଏବଂ ଖାଡ଼ି ଦେଶମାନଙ୍କରେ ସୃଷ୍ଟି … Continue reading ବଙ୍କର, ବାରୁଦ ଓ ବଲିଉଡ୍: ସଙ୍କଟ ସମୟରେ ‘ନକଲି’ ସୁପରଷ୍ଟାର୍ ଏବଂ ‘ଅସଲି’ ଭାରତର ବାସ୍ତବତା || Fake Superstar