ଖାମଖିଆଲି’ ପଣ! ବିପଦରେ ଶ୍ରୀମନ୍ଦିର? || ‘Fake news!’ Is the temple in danger?
ଶ୍ରୀମନ୍ଦିର ସୁରକ୍ଷା ସହ ସାଙ୍ଘାତିକ ଖେଳ, ଚୂଡ଼ାନ୍ତ ଜିପିଆର୍ ରିପୋର୍ଟ କାହିଁ? ମୋହନ ସରକାରଙ୍କ ‘ଖାମଖିଆଲି’ ପଣ ପ୍ରତିଷ୍ଠିତ ଶାସନକୁ ଦେଉଛି କି ଚେତାବନୀ? ଓଡ଼ିଶାର ଆଧ୍ୟାତ୍ମିକ ଅସ୍ମିତାର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥ ମନ୍ଦିର। ଏହା ଏବେ କେବଳ ଭକ୍ତିର କେନ୍ଦ୍ର ହୋଇ ରହିନାହିଁ। ଏହା ରାଜନୈତିକ ଅବହେଳା ଏବଂ ପ୍ରଶାସନିକ ରହସ୍ୟର ଏକ ଗୋଲକଧନ୍ଦା ମଧ୍ୟରେ ଛନ୍ଦି ହୋଇପଡ଼ିଛି। ଯେଉଁ ରତ୍ନଭଣ୍ଡାର ଚାବି ଏବଂ ପରିକ୍ରମା ପ୍ରକଳ୍ପର ସୁରକ୍ଷାକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ବୈତରଣୀ … Continue reading ଖାମଖିଆଲି’ ପଣ! ବିପଦରେ ଶ୍ରୀମନ୍ଦିର? || ‘Fake news!’ Is the temple in danger?
Copy and paste this URL into your WordPress site to embed
Copy and paste this code into your site to embed