ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ନକଲି ହିତାଧିକାରୀ

ରାଜଧାନୀରେ ଅନିୟମିତତା ହୋଇଥିବା ଅଭିଯୋଗ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଯୋଜନାପାଇଁ ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ସ୍ଥାନୀୟ ପୌର ସଂସ୍ଥା ହିତାଧିକାରୀ ତାଲିକାରେ ସାମିଲ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ବିଜେଡି ନେତୃତ୍ୱାଧୀନ ସରକାର ସମୟରେ ତାଲିକାଭୁକ୍ତ ହୋଇଥିବା ଜାଗା ମିଶନର ନକଲି ହିତାଧିକାରୀଏବେ ପିଏମ୍ ଆବାସ ଯୋଜନାରେ ଘର ହଡ଼ପ କରିବାକୁ ବାଟ ବାହାର କରିଛନ୍ତି ବୋଲି କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ … Continue reading ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ନକଲି ହିତାଧିକାରୀ