ପ୍ରେମରେ ବିଫଳତା ଅପରାଧ ନୁହେଁ: ହାଇକୋର୍ଟ
High Court: ଭଙ୍ଗା ସମ୍ପର୍କ ପାଇଁ ନ୍ୟାୟ ବ୍ୟବସ୍ଥା ଯୁଦ୍ଧକ୍ଷେତ୍ର ହୋଇପାରିବ ନାହିଁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧୀକ ମାମଲାକୁ ରଦ୍ଦ କରି ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ଆଇନ ପ୍ରତ୍ୟେକ ବିଫଳ ପ୍ରତିଶ୍ରୁତିକୁ ସୁରକ୍ଷା ଦେଉନାହିଁ କି ପ୍ରତ୍ୟେକ ବିଫଳ ସମ୍ପର୍କ ଉପରେ ଅପରାଧୀକତା ଲଦିନାହିଁ। ଏଭଳି ଏକ ମାମଲାର ରାୟ ଶୁଣାଇ ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ … Continue reading ପ୍ରେମରେ ବିଫଳତା ଅପରାଧ ନୁହେଁ: ହାଇକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed