ଇସ୍ରାଏଲ ଇରାକୁ ଯୁଦ୍ଧର ଟ୍ରେଲର ଦେଖାଇଛି। ଇସ୍ରାଏଲ 200 ଫାଇଟର ଜେଟ୍ ସହ ଇରାନକୁ ଧୂଆଁ ଧୂଆଁ କରିଦେଇଛି। ଇସ୍ରାଏଲୀ ଆକ୍ରମଣରେ ଇରାନର ସେନାମୁଖ୍ୟ ଏବଂ ଆଇଆରସିଜି ମୁଖ୍ୟ ନିହତ ହୋଇଛନ୍ତି। ଏହା ସହିତ 6 ଜଣ ପରମାଣୁ ବୈଜ୍ଞାନିକଙ୍କୁ ମଧ୍ୟ ମୃତ୍ୟୁମୁଖରେ ପକାଇ ଦିଆଯାଇଛି। ଇରାନର ପରମାଣୁ ସ୍ଥାନଗୁଡ଼ିକୁ ମଧ୍ୟ ଇଜରାଏଲ ଧ୍ୱଂସ କରିଦେଇଛି। ନତାଞ୍ଜ ପରମାଣୁ ସ୍ଥାନ ମଧ୍ୟ ନଷ୍ଟ ହୋଇଯାଇଛି। ଏଠାରେ ଏବେ ମଧ୍ୟ ଇଜରାଏଲର ଆକ୍ରମଣ ଜାରି ରହିଛି। ଏବେ ପ୍ରଶ୍ନ … Continue reading Iran is being bombarded by F-16s, what will happen if the F-35 comes to the field?।। ଏଫ୍-16 ଦ୍ୱାରା ଇରାନ ଧୁଆଁଧୁଆଁ, ମୈଦାନକୁ ଏଫ-35 ଆସିଲେ କ’ଣ ହେବ ?
Copy and paste this URL into your WordPress site to embed
Copy and paste this code into your site to embed