Extreme Poverty Rate Drops To 5.3% From 27.1% In India।। ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ: ଭାରତରେ୨୭.୧%ରୁ ୫.୩%କୁ ଖସିଲା ଅତ୍ୟନ୍ତ ଦାରିଦ୍ର୍ୟ ହାର

ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ କଲା ଖୁସି, ଭାରତରେ ଦ୍ରୁତଗତିରେ କମୁଛି ଦାରିଦ୍ର୍ୟ ହାର। ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷପ ଐତିହାସିକ ସଫଳତାରେ ପରିଗଣିତ ହୋଇଛି, ଭାରତ ଗତ ଦଶନ୍ଧିରେ ଏହାର ଚରମ ଦାରିଦ୍ର୍ୟ ହାର ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି,ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର । ୨୦୧୧-୧୨ରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୭.୧% ରହିଥିବା ବେଳେ ୨୦୨୨-୨୩ରେ ୫.୩%କୁ ହ୍ରାସ ପାଇଛି ବୋଲି ବିଶ୍ୱ ବ୍ୟାଙ୍କର ସଦ୍ୟତମ ତଥ୍ୟ ଦର୍ଶାଉଛି। ୨୦୧୧-୧୨ରେ ଭାରତରେ ୩୪୪.୪୭ … Continue reading Extreme Poverty Rate Drops To 5.3% From 27.1% In India।। ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ: ଭାରତରେ୨୭.୧%ରୁ ୫.୩%କୁ ଖସିଲା ଅତ୍ୟନ୍ତ ଦାରିଦ୍ର୍ୟ ହାର