ଗରମ ଦିନେ ଭୁଲରେ ମଧ୍ୟ ଗାଡ଼ିରେ ରଖନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ବ୍ଲାଷ୍ଟ

ଭୀଷଣ ଖରାରେ ଛିଡ଼ାଥିବା କାର କେତେବେଳେ ବି ବ୍ଲାଷ୍ଟ ହୋଇଯାଇପରେ। କାର ବ୍ଲାଷ୍ଟ ହେବାର ବିଭିନ୍ନ କାରଣରେ ହୋଇଥାଏ। ଏମିତିରେ ଭୁଲିକରି ମଧ୍ୟ ଏହି କିଛି ଜିନିଷ ଗାଡ଼ିରେ ରଖିବା ଉଚିତ ନୁହେଁ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ଅନେକ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ନିଜର ଯତ୍ନ ନେବା ସହିତ ଗାଡ଼ିର ଏସିର ଯତ୍ନ ନେବା ମଧ୍ୟ ଜରୁରୀ । ଗରମ ଦିନରେ କାରରେ କିଛି ଜିନିଷ … Continue reading ଗରମ ଦିନେ ଭୁଲରେ ମଧ୍ୟ ଗାଡ଼ିରେ ରଖନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ବ୍ଲାଷ୍ଟ