Extends deadline for first round UG admission ।। ୟୁଜି ନାମଲେଖା ପାଇଁ ବଢ଼ିଲା ସମୟସୀମା
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଶୁକ୍ରବାର ଦିନ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ୟୁଜି ନାମଲେଖା ପାଇଁ ମନୋନୀତ ଛାତ୍ରଛାତ୍ରୀଙ୍କୁ ମିଳିଲା ଅଧିକ ସମୟ। ବୃଦ୍ଧି ପାଇଲା ନାମଲେଖା ଶେଷ ତାରିଖ ସମୟ, ଜୁନ୍ ୨୧, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ତାରିଖ। ଯେଉଁ ଛାତ୍ରଛାତ୍ରୀମାନଙ୍କୁ ସିଟ୍ ଆବଣ୍ଟିତ କରାଯାଇଥିଲା କିନ୍ତୁ ସେମାନେ ସମୟ ମଧ୍ୟରେ ପ୍ରବେଶ ଶୁଳ୍କ ଦେଇପାରି ନାହାନ୍ତି କିମ୍ବା ସେମାନଙ୍କର ଆବଣ୍ଟିତ ପ୍ରତିଷ୍ଠାନରେ ରିପୋର୍ଟ କରିପାରିଲେ ନାହିଁ, ସେମାନେ ବର୍ତ୍ତମାନ ପ୍ରକ୍ରିୟା ସମାପ୍ତ … Continue reading Extends deadline for first round UG admission ।। ୟୁଜି ନାମଲେଖା ପାଇଁ ବଢ଼ିଲା ସମୟସୀମା
Copy and paste this URL into your WordPress site to embed
Copy and paste this code into your site to embed