ମୟୂରଭଞ୍ଜରେ ନଦୀ କୂଳରୁ ମିଳିଲା କୋଟି କୋଟି ଟଙ୍କାର ଏକ୍ସପାୟରୀ ଔଷଧ, ଆରମ୍ଭ ହେଲା ତଦନ୍ତ || Expired medicines worth crores of rupees found on the riverbank in Mayurbhanj, investigation begins

ଗୋଟିଏ ପଟେ ସରକାରୀ ଡାକ୍ତରଖାନାରେ ଗରିବ ରୋଗୀଙ୍କୁ ମାଗଣା ଔଷଧ ନମିଳିବାରୁ ବାହାରୁ ଚଢ଼ା ଦରରେ କିଣିବାକୁ ପଡ଼ୁଥିବା ବେଳେ, ଅନ୍ୟପଟେ କୋଟି କୋଟି ଟଙ୍କାର ଜୀବନରକ୍ଷାକାରୀ ଔଷଧ ଗୋଦାମରେ ପଡ଼ି ନଷ୍ଟ ହେବା ପରେ ନଦୀକୁ ଫିଙ୍ଗିଦିଆଯିବାର ଏକ ଅତ୍ୟନ୍ତ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ନିକଟସ୍ଥ ନଦୀ କୂଳରୁ ବସ୍ତା ବସ୍ତା ଅବ୍ୟବହୃତ ତଥା ମିଆଦ ପୂରିଯାଇଥିବା ସରକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ମିଳିବା ପରେ … Continue reading ମୟୂରଭଞ୍ଜରେ ନଦୀ କୂଳରୁ ମିଳିଲା କୋଟି କୋଟି ଟଙ୍କାର ଏକ୍ସପାୟରୀ ଔଷଧ, ଆରମ୍ଭ ହେଲା ତଦନ୍ତ || Expired medicines worth crores of rupees found on the riverbank in Mayurbhanj, investigation begins