ବାଘୁଣୀ ଜୀନତ ପାଇଁ ବଢାଗଲା ଏନକ୍ଲୋଜର

Zeenat: ଦୁଇ ମାସ ତଳେ ତାଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ଜୀନତକୁ ପ୍ରଥମେ ଏସଟିଆରର କୋର୍ ଅଞ୍ଚଳରେ ଛଡ଼ା ଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ପରିଚାଳନା ପକ୍ଷରୁ ବାଘୁଣୀ ଜୀନତ ପାଇଁ ସଫ୍ଟ ଏନକ୍ଲୋଜର ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ଅଞ୍ଚଳର ପରିଧିକୁ ୧ ଏକରରୁ ୮ ଏକରକୁ ବୃଦ୍ଧି କରାଯାଇଛି। ଅତିରିକ୍ତ ୭ ଏକର ଜମି ସାଢ଼େ ତିନି ବର୍ଷର ବାଘୁଣୀର ଚଳପ୍ରଚଳ ପାଇଁ … Continue reading ବାଘୁଣୀ ଜୀନତ ପାଇଁ ବଢାଗଲା ଏନକ୍ଲୋଜର