ନନ୍ଦନକାନନ ଭିଡ଼: ସଞ୍ଚାର ଆପରେ ଟିକଟ କରିବା ପାଇଁ ନିବେଦନ

ବର୍ଷ ଶେଷ ଦିନରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୨୯,୧୨୬ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥ‌ିବା ଟିକଟ ବିକ୍ରିରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଫଲାଇନରେ ୨୪ ହଜାର ୪୮୭, ସଞ୍ଚାରରେ ୨୭୧୧ ୧୧, ରୋୱେରେ ୧୯ଜଣ ଟିକଟ ସଂଗ୍ରହ କରିଥିଲେ। ୪୦ ଭିନ୍ନକ୍ଷମ ମାଗଣାରେ ପ୍ରବେଶ କରିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧୦୧୫ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୌକାବିହାର (ବୋଟିଂ) ଓ ଶିଶୁ ରେଳଗାଡ଼ି ବନ୍ଦ ଥିବାବେଳେ ରାଜ୍ୟ … Continue reading ନନ୍ଦନକାନନ ଭିଡ଼: ସଞ୍ଚାର ଆପରେ ଟିକଟ କରିବା ପାଇଁ ନିବେଦନ