ଆଦିବାସୀ ମେଳା ପରମ୍ପରାରେ ବ୍ୟତିକ୍ରମ
Tribal Fair:ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବଜେଟ୍ ଥିବାବେଳେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେଉଥିବାବେଳେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି। ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରଥମଥର ସକାଶେ ଆଦିବାସୀ ମେଳା ପରମ୍ପରାରେ ବ୍ୟତିକ୍ରମ ହେବାକୁ ଯାଉଛି। ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରେ ସାଧାରଣତନ୍ତ୍ର ଦିବସରେ ଉଦ୍ଘାଟନ ହେଉଥିବା ଆଦିବାସୀମେଳା ଚଳିତବର୍ଷ ଜାନୁୟାରୀ ୫ତାରିଖରୁ ଅନୁଷ୍ଠିତ ହେବ। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ … Continue reading ଆଦିବାସୀ ମେଳା ପରମ୍ପରାରେ ବ୍ୟତିକ୍ରମ
Copy and paste this URL into your WordPress site to embed
Copy and paste this code into your site to embed