ରାଜସ୍ଥାନରେ ପରୀକ୍ଷା ପେପର ଲିକ୍ ; ବାତିଲ ହେଲା NEET-UG ପରୀକ୍ଷା ଓ ଆରମ୍ଭ ହେଲା CBI ତଦନ୍ତ || Exam paper leak in Rajasthan; NEET-UG exam cancelled, CBI probe initiated

ଲିକ୍ ହୋଇଛି ‘ଅନୁମାନ ପତ୍ର’ ! ପରୀକ୍ଷା ଆଗରୁ ବାହାରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କିଛି ଏଭଳି ଅଭିଯୋଗ ପରେ ‘NEET UG 2026’ ବାତିଲ କରାଯାଇଛି । ଏନେଇ X ରେ NTAର ଜାରି ହୋଇଛି ସଦ୍ୟତମ ବିବୃତ୍ତି । କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ , ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷାର ସଚ୍ଚୋଟତା ବିଷୟରେ ଚିନ୍ତା ଉଠିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୨୨ଲକ୍ଷ ଛାତ୍ରଛାତ୍ରୀ NEET … Continue reading ରାଜସ୍ଥାନରେ ପରୀକ୍ଷା ପେପର ଲିକ୍ ; ବାତିଲ ହେଲା NEET-UG ପରୀକ୍ଷା ଓ ଆରମ୍ଭ ହେଲା CBI ତଦନ୍ତ || Exam paper leak in Rajasthan; NEET-UG exam cancelled, CBI probe initiated