Ex-CJIs flag major gaps in ‘One Nation One Election’ Bill’।। ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ନେଇ ଏମିତି ସଂକେତ ଦେଲେ ପୂର୍ବତ୍ତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ଉପରେ ମିଳିତ ସଂସଦୀୟ କମିଟିକୁ ତାଙ୍କ ଭାଷଣରେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ କରିବା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ନୁହେଁ। ତଥାପି, ସୂତ୍ର ଅନୁସାରେ ସେ ବିଲ୍‌ର କିଛି ବ୍ୟବସ୍ଥା ଉପରେ ଅଧିକ ସ୍ପଷ୍ଟତା ପାଇଁ ଆହ୍ୱାନ କରିଛନ୍ତି, ବିଶେଷକରି ନିର୍ବାଚନ କମିଶନଙ୍କ କ୍ଷମତା ଏବଂ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ। ସୂତ୍ର ଅନୁଯାୟୀ, ଚନ୍ଦ୍ରଚୂଡ଼ କମିଟିକୁ କହିଛନ୍ତି ଯେ … Continue reading Ex-CJIs flag major gaps in ‘One Nation One Election’ Bill’।। ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ନେଇ ଏମିତି ସଂକେତ ଦେଲେ ପୂର୍ବତ୍ତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼