ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍ ଲିକ୍ ଅଭିଯୋଗକୁ ମୁଖ୍ୟ ନିର୍ବାଚନ କମିଶନ ଖାରଜ କରିଛନ୍ତି। ଏହା ନିର୍ବାଚନ କମିଶନଙ୍କ ଉପରେ ଥିବା ଦୀର୍ଘ କାଳୀନ ଆସ୍ଥାକୁ ଭାଙ୍ଗିବାର ପ୍ରୟାସ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆପଡ଼ା ଜିଲ୍ଲା ବାହାରୁ କୌଣସି ଇଭିଏମ୍ ଅଣା ଯାଇ ନାହିଁ ଏବଂ ନୂଆପଡ଼ା ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମରେ ହିଁ ମତ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ସନ୍ଥ ଗୋପାଳନ। ଗତକାଲି ଅପରାହ୍ଣ ସାଢ଼େ … Continue reading EVM leak allegations: Chief Electoral Officer says it’s a lie || ଇଭିଏମ୍ ଲିକ୍ ଅଭିଯୋଗ ମିଛ: ମୁଖ୍ୟ ନିର୍ବାଚନ ଅଧିକାରୀ
Copy and paste this URL into your WordPress site to embed
Copy and paste this code into your site to embed