ନବୀନ ନିବାସ ବି ଭରସା ଯୋଗ୍ୟ ନୁହେଁ!

ନବୀନ ନିବାସ ଆଉ ଭରସାଯୋଗ୍ୟ ହୋଇନାହିଁ। ଏଣୁ ପରସ୍ପର ଭିତରେ ସଂଗଠନ ବାବଦରେ ଆଲୋଚନା କରିବାକୁ ନେତାଏଁ ନବୀନ ନିବାସ ବାହାରେ ମେଳି କରିଛନ୍ତି। ଏଥିପାଇଁ ଭୁବନେଶ୍ୱରର ଏକ ହୋଟେଲ୍‍କୁ ବଛାଯାଇଛି। ପରାମର୍ଶଦାତା କମିଟି ବୈଠକ ଭାବେ ଏହାକୁ ସୂଚୀତ କରାଯାଉଥିଲେ ମଧ୍ୟ ଏଥିରେ ବରିଷ୍ଠ ନେତାମାନେ ନିଜ ପକ୍ଷ ମଜଭୁତ କରିବା ପାଇଁ ଏପରି ବୈଠକରେ ବସିଥିବା କୁହାଯାଉଛି। ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଶଶିଭୂଷଣ ବେହେରା,  ଭୂପିନ୍ଦର ସିଂହ, ଅଶୋକ ପଣ୍ଡା, … Continue reading ନବୀନ ନିବାସ ବି ଭରସା ଯୋଗ୍ୟ ନୁହେଁ!