ପାକିସ୍ତାନ ଦ୍ୱାରା ରକ୍ତାକ୍ତ ଭାରତୀୟ ମାଟି ପାଇଁ ବ୍ୟବହାର କରାଯାଇଥିଲା ୟୁରୋପୀୟ ଅସ୍ତ୍ରଶସ୍ତ୍ର : ଜୟଶଙ୍କର || European weapons were used by Pakistan on bloody Indian soil: Jaishankar

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ,”ୟୁରୋପୀୟ ଦେଶଗୁଡ଼ିକରେ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତ ବିରୁଦ୍ଧରେ ବ୍ୟବହାର କରାଯାଇଛି। ସେ ନୂଆଦିଲ୍ଲୀର ରଣନୈତିକ ଶକ୍ତି ନିଷ୍ପତ୍ତିକୁ ଦୃଢ଼ ଭାବରେ ରକ୍ଷା କରିବା ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ପାଇଁ ଭାରତକୁ ସମାଲୋଚନା କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିରୋଧାଭାସକୁ ଉଜାଗର କରିବା ସମୟରେ ଏହି ମନ୍ତବ୍ୟ ଦେଇଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଦେଲେ ସ୍ପଷ୍ଟ ଉତ୍ତର ଫିନଲ୍ୟାଣ୍ଡରେ ଏକ ଆଲୋଚନା ସମୟରେ, ଜଣେ ସାମ୍ବାଦିକ ରୁଷ-ୟୁକ୍ରେନ … Continue reading ପାକିସ୍ତାନ ଦ୍ୱାରା ରକ୍ତାକ୍ତ ଭାରତୀୟ ମାଟି ପାଇଁ ବ୍ୟବହାର କରାଯାଇଥିଲା ୟୁରୋପୀୟ ଅସ୍ତ୍ରଶସ୍ତ୍ର : ଜୟଶଙ୍କର || European weapons were used by Pakistan on bloody Indian soil: Jaishankar