ଇସ୍ତାନବୁଲରେ ଏର୍ଦୋଗାନ-ଶେହବାଜ୍ ଙ୍କ ଭେଟଘାଟ;ଭାରତ ପାଇଁ ବାଜିଲା ବିପଦ ଘଣ୍ଟି ! || Erdogan-Shehbaz meeting in Istanbul; alarm bells rang for India!

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଓ ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନଙ୍କ ମଧ୍ୟରେ ଇସ୍ତାନବୁଲଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ, ପ୍ରତିରକ୍ଷା ଓ ରଣନୈତିକ ସହଯୋଗ ବୃଦ୍ଧି ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ପ୍ରକାଶ ପାଇଛି। ତେବେ ଏହି ସାଧାରଣ ଦେଖାଯାଉଥିବା ବୈଠକକୁ ନେଇ ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ (RAW) ର ପୂର୍ବତନ ଏଜେଣ୍ଟ ଲକି ବିଷ୍ଟ ଭାରତକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି … Continue reading ଇସ୍ତାନବୁଲରେ ଏର୍ଦୋଗାନ-ଶେହବାଜ୍ ଙ୍କ ଭେଟଘାଟ;ଭାରତ ପାଇଁ ବାଜିଲା ବିପଦ ଘଣ୍ଟି ! || Erdogan-Shehbaz meeting in Istanbul; alarm bells rang for India!