କିଛି ମିନିଟ୍‌ରେ ହାତକୁ ଆସିବ EPF ଟଙ୍କା ! ​​ଏପ୍ରିଲ୍‌ରୁ ଲାଗୁ UPI ଓ ATM ଉଠାଣ ସୁବିଧା… || EPFO set to launch UPI, ATM withdrawals from April

ଦେଶର ଲକ୍ଷ ଲକ୍ଷ ବେତନଭୋଗୀ ନିଜ ଅବସରକାଳୀନ ସଞ୍ଚୟକୁ ପାଇବା ଏଣିକି ହେବ ସହଜ । ଆଉ ରହିବନି ବାରମ୍ବାର ବ୍ୟାଙ୍କ ଦୌଡ଼ିବାର ମୁଣ୍ଡବ୍ୟଥା । ତେବେ ବର୍ତ୍ତମାନ ପରିବର୍ତ୍ତନ ସ୍ୱରୂପ ନିଆଯାଇଛି ଏକ ଅଭିନବ ପଦକ୍ଷେପ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏକ ନୂତନ ମୋବାଇଲ୍ ଆପ୍ଲିକେସନ୍ ରେ ଆରମ୍ଭ ହେବାକୁ ପ୍ରସ୍ତୁତ ହେଉଛି । ଯାହା ଭବିଷ୍ୟନିଧି ପାଣ୍ଠି (PF) ଉଠାଣକୁ ପୂର୍ବ ଅପେକ୍ଷା ଆହୁରି ଦ୍ରୁତ ଓ ଅଧିକ ସୁବିଧାଜନକ … Continue reading କିଛି ମିନିଟ୍‌ରେ ହାତକୁ ଆସିବ EPF ଟଙ୍କା ! ​​ଏପ୍ରିଲ୍‌ରୁ ଲାଗୁ UPI ଓ ATM ଉଠାଣ ସୁବିଧା… || EPFO set to launch UPI, ATM withdrawals from April