Entry of men into tribal girls school student dormitories is strictly prohibited ।। ଜନଜାତି ସ୍କୁଲ ଛାତ୍ରୀନିବାସ ପରିସରକୁ ପୁରୁଷଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ

କେବଳ ଶିକ୍ଷା ଦେବା ହେଉଛି ଶିକ୍ଷାନୁଷ୍ଠାନର ଏକମାତ୍ର ଦାୟିତ୍ୱ ନୁହେଁ । ବିଶେଷକରି ଯେଉଁ ଆବାସିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନେ ଘରଠାରୁ ଦୂରେ ରହି ପାଠ ପଢ଼ୁଛନ୍ତି ସେଠାରେ ସୁରକ୍ଷା, ନିରାପତ୍ତା, ମର୍ଯ୍ୟାଦା ଓ ଗୋପନୀୟତା ଶିକ୍ଷା ଠାରୁ ବି କମ୍ ଗୁରୁତ୍ୱର ନୁହେଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଜାତି ଆବାସିକ ସ୍କୁଲଗୁଡ଼ିକ ପାଇଁ ଜାରି ହୋଇଥିବା କଠୋର ନିର୍ଦ୍ଦେଶନାମା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ; ଏହା ଗତ କିଛିବର୍ଷ ଧରି ଜମା … Continue reading Entry of men into tribal girls school student dormitories is strictly prohibited ।। ଜନଜାତି ସ୍କୁଲ ଛାତ୍ରୀନିବାସ ପରିସରକୁ ପୁରୁଷଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ