ମନୋରଞ୍ଜନ ସହିତ ନବୋନ୍ମେଷ ଶିକ୍ଷା : ଇନୋଭେଟ୍ ଟୁ ଏଜୁକେଟ୍
Entertainment with Education: ଏପର୍ଯ୍ୟନ୍ତ ମୋଟ ୩୩୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ 3 ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି। ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା। ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍) ଅଧୀନରେ ପାଳନ କରାଯାଇଥାଏ। ଏହା ଚାରୋଟି ପ୍ରମୁଖ ସ୍ତମ୍ଭ … Continue reading ମନୋରଞ୍ଜନ ସହିତ ନବୋନ୍ମେଷ ଶିକ୍ଷା : ଇନୋଭେଟ୍ ଟୁ ଏଜୁକେଟ୍
Copy and paste this URL into your WordPress site to embed
Copy and paste this code into your site to embed