ଭାରତ ତଥା ଓଡ଼ିଶାର ସୁଖ୍ୟାତ ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ୨୦୨୫-୨୦୨୭ ଅବଧି ପାଇଁ ନିଯୁକ୍ତ ହୋଇଛନ୍ତି। ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟକାରି ବୋର୍ଡ ଦ୍ୱାରା ସଂସ୍ଥାର କାର୍ଯ୍ୟପଦ୍ଧତି ନିୟମାବଳୀ ଅନୁସାରେ ଏହି ସମ୍ମାନନୀୟ ପଦବୀରେ ଇଞ୍ଜିନିୟର ଅଶୋକ ବସାଙ୍କ ନିଯୁକ୍ତି କରାଯାଇଛି । ଇଞ୍ଜିନିୟର ଅଶୋକ ବସା ଆର୍.ଇ.ସି. (ବର୍ତ୍ତମାନ ଏନ୍.ଆଇ.ଟି.) ରାଉରକେଲାର ପୂର୍ବତନ ଛାତ୍ର ଏବଂ ପୂର୍ବରୁ ଇନ୍ସ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) … Continue reading Engineer Ashok Basa appointed as Internal Auditor of WFEO || WFEOର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ, ଇଞ୍ଜିନିୟର ଅଶୋକ ବସା
Copy and paste this URL into your WordPress site to embed
Copy and paste this code into your site to embed