ଓଟିପି ଯୁଗ ଶେଷ! ଆରବିଆଇ ଆଣୁଛି ନୂଆ ‘ମଲ୍ଟି-ଫ୍ୟାକ୍ଟର’ ନିୟମ || End of OTP era! RBI brings new ‘multi-factor’ rules

ଭାରତର ଡିଜିଟାଲ୍ କାରବାର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅନଲାଇନ୍ ଟ୍ରାଞ୍ଜାକସନ ପାଇଁ ‘ୱାନ୍ ଟାଇମ୍ ପାସୱାର୍ଡ’ ବା ଓଟିପି (OTP)କୁ ସର୍ବୋଚ୍ଚ ସୁରକ୍ଷା ମାନକ ବୋଲି ଧରାଯାଉଥିଲା। ମାତ୍ର ବଢ଼ୁଥିବା ସାଇବର ଅପରାଧ ଏବଂ ଓଟିପି ଠକେଇକୁ ଦୃଷ୍ଟିରେ ରଖି ଆରବିଆଇ ଏବେ ଏହି ବ୍ୟବସ୍ଥାକୁ ବଦଳାଇବାକୁ ଯାଉଛି। ରିଜର୍ଭ ବ୍ୟାଙ୍କର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ଓଟିପି … Continue reading ଓଟିପି ଯୁଗ ଶେଷ! ଆରବିଆଇ ଆଣୁଛି ନୂଆ ‘ମଲ୍ଟି-ଫ୍ୟାକ୍ଟର’ ନିୟମ || End of OTP era! RBI brings new ‘multi-factor’ rules