“ଅପରାଧୀଙ୍କ ଦ୍ୱାରା ବ୍ୟବସ୍ଥାର ENCOUNTER” || “ENCOUNTER OF THE SYSTEM BY CRIMINAL”

କଥାରେ ଅଛି– “ଶାସନ ଯଦି କଡ଼ା ନ ହେବ, ତେବେ ଅପରାଧୀଙ୍କ ମନରୁ ଭୟ ଛାଡ଼ିଯିବ।” ଆଉ ଆଜି ଆମ ଓଡ଼ିଶାରେ ଠିକ୍ ସେଇଆ ହିଁ ଦେଖିବାକୁ ମିଳୁଛି। ଦୀର୍ଘ ଦିନର ନୀରବତା ପରେ, ଅପେକ୍ଷାର ଅନ୍ତ ଘଟାଇ ଆମ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଗର୍ଜିଲେ। ସେ ମୁହଁ ଖୋଲିଲେ, ସେ ଚେତାବନୀ ଦେଲେ। ସ୍ପଷ୍ଟ ଶବ୍ଦରେ କହିଲେ– ଓଡ଼ିଶା ମାଟିରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଦରକାର … Continue reading “ଅପରାଧୀଙ୍କ ଦ୍ୱାରା ବ୍ୟବସ୍ଥାର ENCOUNTER” || “ENCOUNTER OF THE SYSTEM BY CRIMINAL”