ଏମ୍ପୁରାନ ବିବାଦ: ଏଥିପାଇଁ ପୃଥ୍ୱୀରାଜ କାହିଁକି ଦା୍ୟୀ ବୋଲି ତାଙ୍କ ମାଆଙ୍କ ପ୍ରଶ୍ନ

Empuraan: ଏହି ଚଳଚ୍ଚିତ୍ରରେ ଏମିତି କିଛି ନାହିଁ ଯାହା ବିଷୟରେ ମୋହନଲାଲ ଜାଣନ୍ତି ନାହିଁ । ଏମାନଙ୍କ ମଧ୍ୟରୁ କେହି ବି ଏ ବିଷୟରେ ଜାଣି ନଥିଲେ ବୋଲି କହିଛନ୍ତି। ଫିଲ୍ମ ଏମ୍ପୁରାନ ନିର୍ଦ୍ଦେଶକ ପୃଥ୍ୱୀରାଜଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ତାଙ୍କ ମା’ ତଥା ଅଭିନେତ୍ରୀ ମଲ୍ଲିକା ସୁକୁମାରନ ରବିବାର କହିଛନ୍ତି ଯେ ଏହି ଫିଲ୍ମକୁ ନେଇ ତାଙ୍କ ପୁଅକୁ ଆକ୍ରମଣ କରି ଅଲଗା କରିବାକୁ ଉଦ୍ୟମ ହୋଇଥିଲା। ଯଦି ଆପଣ ଅନୁଭବ … Continue reading ଏମ୍ପୁରାନ ବିବାଦ: ଏଥିପାଇଁ ପୃଥ୍ୱୀରାଜ କାହିଁକି ଦା୍ୟୀ ବୋଲି ତାଙ୍କ ମାଆଙ୍କ ପ୍ରଶ୍ନ