ଗୁରୁ ଦିବସରେ ଶୂନ୍ୟ ପଡ଼ିଲା ଶ୍ରେଣୀଗୃହ: ସ୍କୁଲ୍ ଛାଡ଼ି ରାଜରାସ୍ତାରେ ଆନ୍ଦୋଳନରତ ଶିକ୍ଷକ, ହତାଶ ହୋଇ ଫେରିଲେ ଛାତ୍ରଛାତ୍ରୀ || Empty classrooms on Thursday: Teachers leave school, protest on the streets, students return disappointed

ଯେଉଁ ପବିତ୍ର ଦିନରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ଗୁରୁପୂଜନ କରିବା କଥା, ସେହି ଦିନ ହିଁ ଶିକ୍ଷାଦାନ ଠପ୍ ହୋଇ ଶୂନ୍ୟ ପଡ଼ିରହିଲା ଶ୍ରେଣୀଗୃହ। ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ କରୁଣ ତଥା ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାରୀ ଅନୁଦାନ, ପେନ୍‌ସନ୍ ଏବଂ ନିୟମିତ ଚାକିରି ସୁବିଧାରୁ ବଞ୍ଚିତ ହଜାର ହଜାର ଶିକ୍ଷକ ଶ୍ରେଣୀଗୃହ … Continue reading ଗୁରୁ ଦିବସରେ ଶୂନ୍ୟ ପଡ଼ିଲା ଶ୍ରେଣୀଗୃହ: ସ୍କୁଲ୍ ଛାଡ଼ି ରାଜରାସ୍ତାରେ ଆନ୍ଦୋଳନରତ ଶିକ୍ଷକ, ହତାଶ ହୋଇ ଫେରିଲେ ଛାତ୍ରଛାତ୍ରୀ || Empty classrooms on Thursday: Teachers leave school, protest on the streets, students return disappointed