‘କଶ୍ମୀର ଫାଇଲ୍ସ’ ଫିଲ୍ମ ଡାଇରେକ୍ଟରଙ୍କୁ ଫେକ୍ କହି କ୍ଷମା ମାଗିଲେ ଗ୍ରୋକ

Grok: ଏଲନ୍ ମସ୍କଙ୍କ ଏଆଇ ଚାଟବଟ୍ ‘ଗ୍ରୋକ୍’ ଏବେ ବେଶ୍ ଚର୍ଚ୍ଚାରେ ଅଛି। ଯେଉଁ ଦିନଠାରୁ Xରେ ଏହି ଚାଟବଟ୍ ଆସିଛି, ସାରା ବିଶ୍ୱର ଲୋକମାନେ ଏହାକୁ ନାନା ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ଗ୍ରୋକ୍ ତା’ର ଉତ୍ତର ଦେବାର ଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅନେକ ଉତ୍ତରରେ ଗାଳିଗୁଲଜ ଦେବା କାରଣରୁ ଏହାର ସମାଲୋଚନା ମଧ୍ୟ ହୋଇଛି। ଏବେ ଏହା ‘ଦ କାଶ୍ମୀର ଫାଇଲ୍ସ’ ଓ ‘ଦ କେରଳ ଷ୍ଟୋରୀ’ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ … Continue reading ‘କଶ୍ମୀର ଫାଇଲ୍ସ’ ଫିଲ୍ମ ଡାଇରେକ୍ଟରଙ୍କୁ ଫେକ୍ କହି କ୍ଷମା ମାଗିଲେ ଗ୍ରୋକ