ଖୋର୍ଦ୍ଧାରେ ୩ ବର୍ଷରେ ହାତୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧାରେ ମଣିଷ-ହାତୀ ସଂଘର୍ଷରେ ୩ ବର୍ଷରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ବିଭିନ୍ନ କାରଣରୁ ୧୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ଟାଙ୍ଗୀ ଓ ନିରାକାରପୁରରେ ଜନବସତି ଭାଙ୍ଗିଥିବା ହାତୀପଲକୁ ଠାବ କରିବା ପାଇଁ ବନ ବିଭାଗ ଡ୍ରୋନ୍ ବ୍ୟବହାର କରିଥାଏ। ଖୋର୍ଦ୍ଧା ଜିଲ୍ଲାରେ ମଣିଷ ଓ ହାତୀ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁଁ ଗତ ୩ ବର୍ଷ ମଧ୍ୟରେ ୨୮ ଜଣଙ୍କ ଜୀବନ ଯାଇଛି । ଏହି … Continue reading ଖୋର୍ଦ୍ଧାରେ ୩ ବର୍ଷରେ ହାତୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ