election commission start SIR ।। ସର୍ବଭାରତୀୟ ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବ

ଭାରତୀୟ ନିର୍ବାଚନ କମିଶନ (ECI) ସୋମବାର (୨୭ ଅକ୍ଟୋବର) ଦିନ ଭୋଟର ତାଲିକାର ଦେଶବ୍ୟାପୀ ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR)ର ପ୍ରଥମ ପର୍ଯ୍ୟାୟ ଘୋଷଣା କରିବେ । ଯେଉଁଥିରେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ସମେତ ପ୍ରାୟ ୧୦-୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରକୁ ବାଦ ଦିଆଯିବାର ସମ୍ଭାବନା ଅଛି । ଯେଉଁଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ସଂସ୍ଥା ନିର୍ବାଚନ ୩୧ … Continue reading election commission start SIR ।। ସର୍ବଭାରତୀୟ ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବ