ଭାରତରେ ମୌସୁମୀ ବାୟୁ ଉପରେ ଏଲ ନିନୋ ବିପଦ || El Nino threat to monsoon winds in India

ଏହି ବର୍ଷ ଭାରତରେ ମୌସୁମୀ ବର୍ଷା ଉପରେ ଏଲ ନିନୋର ଛାଇ ପଡ଼ିଛି। ଆମେରିକାର ଜାତୀୟ ପାଣିପାଗ ସଂସ୍ଥାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ହେବାର ସମ୍ଭାବନା ୬୨% ରହିଛି – ଯାହା ପରବର୍ତ୍ତୀ ମାସଗୁଡ଼ିକରେ ୮୦% ରୁ ଅଧିକ ହୋଇପାରେ। ଏହି ଏଲ ନିନୋର ପ୍ରଭାବରେ ସାରା ଦେଶରେ ପ୍ରଚଣ୍ଡ ଗରମ ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ଫେବୃଆରୀରେ ଜାରି ହୋଇଥିବା ଏକ ପୂର୍ବାନୁମାନରେ, ପାଣିପାଗ ବିଭାଗ … Continue reading ଭାରତରେ ମୌସୁମୀ ବାୟୁ ଉପରେ ଏଲ ନିନୋ ବିପଦ || El Nino threat to monsoon winds in India