ଛୁଟିଦିନରେ ବନାନ୍ତୁ ଟେଷ୍ଟୀ ଏଗ୍‌ କରୀ

Egg Curry: ଛୁଟି ଦିନରେ କିଛି ଅଲଗା ଏବଂ ସ୍ପେସିଆଲ ଖାଇବା ସମସ୍ତଙ୍କୁ ପସନ୍ଦ । ହେଲେ ଲଞ୍ଚରେ ସମସ୍ତଙ୍କ ପାଇଁ କ’ଣ ବନେଇବା, ଏହି ପ୍ରଶ୍ନଟା ସବୁବେଳେ ମୁଣ୍ଡରେ ଚାଲିଥାଏ । ତେବେ ଆଉ ଭାବନ୍ତୁ ନାହିଁ। କାରଣ ଆଜି ମୁଁ ଆପଣଙ୍କୁ ଏକ ସହଜ ଏବଂ ଟେଷ୍ଟି ଏଗ୍‌ କରୀ । ଯାହାକୁ ଖାଇବା ପରେ ଆପଣ ଏହାକୁ ଭଳି ପାରିବେନି ଏବଂ ପ୍ରତ୍ୟେକ ଛୁଟିଦିନରେ ଏହାକୁ ବନେଇବାକୁ ଇଛା କରିବେ। ତେବେ ଚାଲନ୍ତୁ … Continue reading ଛୁଟିଦିନରେ ବନାନ୍ତୁ ଟେଷ୍ଟୀ ଏଗ୍‌ କରୀ