ଶିକ୍ଷା ବିଭାଗକୁ ସର୍ବାଧିକ ୪୧,୨୭୩ କୋଟି ଟଙ୍କାର ବ୍ୟୟବରାଦ

Budget-2025-26: ଆଗାମୀ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିଦ୍ୟାଳୟ ବଜେଟରେ ଏହି ବୃଦ୍ଧି କରାଯାଇଛି। ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଗଣଶିକ୍ଷା ପାଇଁ ବଜେଟରେ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ବ୍ୟୟବରାଦ ହୋଇଛି। ବାକି ଅର୍ଥ ଉଚ୍ଚଶିକ୍ଷା ପାଇଁ ରହିଛି। ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ … Continue reading ଶିକ୍ଷା ବିଭାଗକୁ ସର୍ବାଧିକ ୪୧,୨୭୩ କୋଟି ଟଙ୍କାର ବ୍ୟୟବରାଦ