ଶିକ୍ଷିତ ପତ୍ନୀ ବସି ରହି ଭରଣପୋଷଣ ଦାବି କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ

Odisha High Court: ଚାକିରି ଆଶାୟୀ ଶିକ୍ଷିତ ପତ୍ନୀ ଭରଣପୋଷଣ ଦାବିରେ ନିଷ୍କ୍ରିୟ ରହିପାରିବେ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବା ପାଇଁ ବସି ରହିପାରିବେ ନାହିଁ ବୋଲି ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଛାଡ଼ପତ୍ର ମାମଲାରେ ପରିବାର ଅଦାଲତ ଦେଇଥିବା ଭରଣପୋଷଣ ରାଶିକୁ ମାସିକ ୮ … Continue reading ଶିକ୍ଷିତ ପତ୍ନୀ ବସି ରହି ଭରଣପୋଷଣ ଦାବି କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ