Educate Girls’ wins Ramon Magsaysay Award 2025 ।। ଏସିଆର ନୋବେଲ ଭାବେ ପରିଚିତ ରମଣ ମାଗସେସେ ପୁରସ୍କାର କାହିଁକି ଭାରତୀୟ ଏନଜିଓ ‘ଏଜୁକେଟ ଗାର୍ଲସ୍’କୁ ମିଳିଲା ?

ଗ୍ରାମୀଣ ଝିଅମାନଙ୍କ ଶିକ୍ଷା ପାଇଁ କାମ କରୁଥିବା ଏକ ଅଣ-ଲାଭଜନକ ସଂସ୍ଥା ‘ଏଜୁକେଟ ଗାର୍ଲସ୍’କୁ ଏସିଆର ସବୁଠାରୁ ପ୍ରତିଷ୍ଠିତ ରମଣ ମାଗସେସେ ପୁରସ୍କାରରେ ସମ୍ମାନିତ କରାଯାଇଛି। ‘ଏଜୁକେଟ ଗାର୍ଲସ୍’ ଏହି ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ସଂସ୍ଥା ହୋଇ ଇତିହାସ ରଚିଛି। ରମଣ ମାଗସେସେ ପୁରସ୍କାର ଫାଉଣ୍ଡେସନ ସାଂସ୍କୃତିକ ବାଧାଗୁଡ଼ିକୁ ଭାଙ୍ଗିବା, ନିରକ୍ଷରତା ଦୂର କରିବା ଏବଂ ଯୁବତୀମାନଙ୍କୁ ନିଜର ସାମର୍ଥ୍ୟ ହାସଲ କରିବା ପାଇଁ ସଶକ୍ତ କରିବାରେ ସଂସ୍ଥାର ଭୂମିକାକୁ ଉଲ୍ଲେଖ କରିଛି। ଏହି ପୁରସ୍କାର … Continue reading Educate Girls’ wins Ramon Magsaysay Award 2025 ।। ଏସିଆର ନୋବେଲ ଭାବେ ପରିଚିତ ରମଣ ମାଗସେସେ ପୁରସ୍କାର କାହିଁକି ଭାରତୀୟ ଏନଜିଓ ‘ଏଜୁକେଟ ଗାର୍ଲସ୍’କୁ ମିଳିଲା ?