ବନ ବିଭାଗ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି

forest: ଠାବ ହେଲା ଅଢେଇ କୋଟିର ୧୨୧ ଜାଲ ଆକାଉଣ୍ଟ, ବାଘ ଚମଡ଼ା ଜବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶା ବନ ବିଭାଗରେ ଅଢ଼େଇ କୋଟି ଟଙ୍କାର ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଗତ ଫେବ୍ରୁଆରି ୨୮ ତାରିଖରେ କଳାହାଣ୍ଡି ଦକ୍ଷିଣ ଡିଭିଜନର ଜୟପାଟଣା ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରି ଇଡି ଭୁବନେଶ୍ୱରର ଅଧିକାରୀମାନେ ୧୨୧ଟି ଜାଲ ଆକାଉଣ୍ଟ ଠାବ କରିବା ସହ ସେହି ଆକାଉଣ୍ଟର ଏଟିଏମ୍ କାର୍ଡ, ମୋବାଇଲ୍ … Continue reading ବନ ବିଭାଗ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି