ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫; ସ୍ୱାସ୍ଥ୍ୟ ପାଇଁ ହାନିକାରକ ସପ୍ତାହକୁ ୯୦ ଘଣ୍ଟା କାମ

Economic survey 2024–25: ବଜେଟ୍ ପୂର୍ବରୁ ଜାରି ହୋଇଥିବା ଅର୍ଥନୈତିକ ସର୍ଭେରେ କାର୍ଯ୍ୟ-ଜୀବନ ସନ୍ତୁଳନ ଉପରେ ଆଲୋଚନା ହୋଇଥିଲା। ଏହି ସର୍ଭେରେ ୭୦ରୁ ୯୦ ଘଣ୍ଟା କାମ କରିବା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଇଥିଲା। ଦେଶରେ ଗତ କିଛିଦିନ ଧରି କାର୍ଯ୍ୟଘଣ୍ଟାକୁ ନେଇ ବିତର୍କ ଚାଲିଛି। ପ୍ରଥମେ ଇନଫୋସିସ୍ ଅଧ୍ୟକ୍ଷ ନାରାୟଣମୂର୍ତ୍ତି ସାପ୍ତାହିକ କାର୍ଯ୍ୟଘଣ୍ଟା ବଢାଇ ୭୦ ଘଣ୍ଟା କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କଠାରୁ ଆଉ ପାଦେ ଆଗକୁ ବଢ଼ି ଏଲ ଆଣ୍ଡ ଟି … Continue reading ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫; ସ୍ୱାସ୍ଥ୍ୟ ପାଇଁ ହାନିକାରକ ସପ୍ତାହକୁ ୯୦ ଘଣ୍ଟା କାମ