ଦୁନିଆରେ ଆସିବାକୁ ଯାଉଛି ଆର୍ଥିକ ମାନ୍ଦାବସ୍ଥା, ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଏଭଳି ସଂକେତ

ଆମେରିକୀୟ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥାର ଆଶଙ୍କା ବୃଦ୍ଧି ନିବେଶକମାନଙ୍କ ପାଇଁ ଚିନ୍ତା ସୃଷ୍ଟି କରୁଛି। ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ କ’ଣ ବିଶ୍ୱରେ ମାନ୍ଦାବସ୍ଥା ଆସୁଛି? ଆମେରିକାର ଅର୍ଥବ୍ୟବସ୍ଥାରେ ପ୍ରଥମ ତ୍ରୈମାସିକରେ ୦.୩ ପ୍ରତିଶତ ହ୍ରାସ ଦେଖାଯାଇଛି। ଗତ ତିନିବର୍ଷରେ ଏହା ପ୍ରଥମ ଥର ପାଇଁ ଘଟିଛି। ଏହା ପଛରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିକୁ ଦାୟୀ କରାଯାଉଛି। କମର୍ସ ଡିପାର୍ଟମେଣ୍ଟର ବ୍ୟୁରୋ ଅଫ୍ ଇକୋନୋମିକ ଆନାଲିସିସ ଅନୁସାରେ, ପୂର୍ବ ତ୍ରୈମାସିକରେ … Continue reading ଦୁନିଆରେ ଆସିବାକୁ ଯାଉଛି ଆର୍ଥିକ ମାନ୍ଦାବସ୍ଥା, ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଏଭଳି ସଂକେତ