ଭାରତକୁ ଡରାଉଛି ଇବୋଲା ଭାଇରସ ; ବିମାନବନ୍ଦର ଉପରେ ଆରମ୍ଭ ହୋଇଛି ପ୍ରାଥମିକ କଡ଼ା ପଦକ୍ଷେପ || Ebola virus scares India; Initial strict measures have been initiated at airports

ମଧ୍ୟ ଆଫ୍ରିକାର କିଛି ଅଂଶରେ ବ୍ୟାପିଥିବା ଇବୋଲା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ବଢିଛି ସତର୍କତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଇବୋଲା ପ୍ରକୋପ ; ବିଶେଷକରି କଙ୍ଗୋ ଏବଂ ଉଗାଣ୍ଡାରେ ବ୍ୟାପିଥିବା ବୁଣ୍ଡିବୁଗୟୋ ଷ୍ଟ୍ରେନକୁ “ଆନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ” ଘୋଷଣା କରିବା ପରେ ଭାରତ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ପ୍ରସ୍ତୁତିକୁ ମଜବୁତ କରାଯାଉଛି ସ୍ୱାସ୍ଥ୍ୟ … Continue reading ଭାରତକୁ ଡରାଉଛି ଇବୋଲା ଭାଇରସ ; ବିମାନବନ୍ଦର ଉପରେ ଆରମ୍ଭ ହୋଇଛି ପ୍ରାଥମିକ କଡ଼ା ପଦକ୍ଷେପ || Ebola virus scares India; Initial strict measures have been initiated at airports