ପାକିସ୍ତାନୀ ସେନାର ଆତ୍ମସମର୍ପଣବେଳେ ଭାରତର ଏହି ଜେନରାଲ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ଯାଇଥିଲେ ଯୁଦ୍ଧକ୍ଷେତ୍ର
୧୯୭୧ ମସିହାରେ ବାଂଲାଦେଶର ସ୍ୱାଧୀନତା ପାଇଁ ପାକିସ୍ତାନ ସହ ଲଢ଼େଇ କରିଥିବା ଭାରତର ସାରାବିଶ୍ୱ ପ୍ରଶଂସା କରିଥିଲା। ବାଂଲାଦେଶର ସ୍ୱାଧୀନତାରେ ତାକୁ ସମର୍ଥନ ଦେଇଥିବା ଭାରତ ନିଜ ସେନାର ପୂରା ଶକ୍ତି ନିୟୋଜନ କରିଥିଲା। ଭାରତୀୟ ସେନାର ବାଂଲାଦେଶ ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଯଦି ଭାରତୀୟ ସେନା ବାଂଲାଦେଶ ସହ ନ ଠିଆ ହୋଇଥାନ୍ତା, ତେବେ ସେମାନେ ବୋଧହୁଏ ସ୍ୱାଧୀନତା ପାଇନଥାନ୍ତେ। ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଭାରତୀୟ ସେନାର ଅଧିକାରୀମାନଙ୍କ ମଧ୍ୟରେ … Continue reading ପାକିସ୍ତାନୀ ସେନାର ଆତ୍ମସମର୍ପଣବେଳେ ଭାରତର ଏହି ଜେନରାଲ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ଯାଇଥିଲେ ଯୁଦ୍ଧକ୍ଷେତ୍ର
Copy and paste this URL into your WordPress site to embed
Copy and paste this code into your site to embed