ବତକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ ।। Duck Truck Accident
ଭୁବନେଶ୍ୱରର ଆଇଗିଣିଆ ନିକଟରେ ଗତରାତି ପ୍ରାୟ ସାଢେ ୩ଟାରେ ଏକ ଦୁର୍ଘଟଣା ଘଟିଛି, ଯାହାରେ ବ୍ରେକ ଫେଲ୍ ହେବାରୁ ଏକ ବତକ ଗାଡ଼ି ଦୁର୍ଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମୃତ ବତକମାନେ ବୋହିବା ଆରମ୍ଭ କରିଛନ୍ତି । ଏହି ଘଟଣାରୁ ବଡ଼ ପରିମାଣରେ ପଶୁମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଦୁଃଖ ଏବଂ ଆଶ୍ଚର୍ଯ୍ୟର ସୃଷ୍ଟି ହୋଇଛି। ବତକ ଗାଡ଼ି ତାମିଲନାଡୁରୁ ଝାଡ଼ଖଣ୍ଡକୁ ଯାଉଥିବା କଥା … Continue reading ବତକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ ।। Duck Truck Accident
Copy and paste this URL into your WordPress site to embed
Copy and paste this code into your site to embed