ଶିକ୍ଷାନୁଷ୍ଠାନ ଆଖପାଖରେ ଚାଲିଥିଲା ନିଶା କାରବାର; ଚଢ଼ାଉ ଜୋରଦାର କଲା ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍‌ || Drug trafficking was going on around educational institutions; Special Crime Unit cracked down vigorously in Bhubaneswar

ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଥିବା ନିଶା କାରବାର ଓ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ। ଶିକ୍ଷାନୁଷ୍ଠାନଗୁଡ଼ିକ ଆଖପାଖରେ ବୃଦ୍ଧି ପାଉଥିବା ନିଶା ବ୍ୟବସାୟ ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏକ ବଡ଼ ଧରଣର ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ରାଜଧାନୀର ବିଭିନ୍ନ ପ୍ରମୁଖ କଲେଜ, ବିଶ୍ୱବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ନିକଟରେ ଥିବା ସନ୍ଦିଗ୍ଧ ଦୋକାନ, ପାନ ବେପାରୀଙ୍କ ଉପରେ ଚଢ଼ାଉ … Continue reading ଶିକ୍ଷାନୁଷ୍ଠାନ ଆଖପାଖରେ ଚାଲିଥିଲା ନିଶା କାରବାର; ଚଢ଼ାଉ ଜୋରଦାର କଲା ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ୍ ୟୁନିଟ୍‌ || Drug trafficking was going on around educational institutions; Special Crime Unit cracked down vigorously in Bhubaneswar