ଅହଂକାରରେ ବୁଡ଼ିଗଲେଣି! || Drowning in pride!

ଆମ ଓଡ଼ିଆ ସଂସ୍କୃତି, ଆମ ହିନ୍ଦୁ ପୁରାଣ ଓ ଇତିହାସ ଗୋଟିଏ କଥା ସଦାବେଳେ ଶିଖାଇ ଆସିଛି— ‘ଅହଂକାରୀର ବିନାଶ ଅବଶ୍ୟମ୍ଭାବୀ’। ଶାସ୍ତ୍ରରେ କୁହାଯାଇଛି, ତ୍ରିଭୁବନ ବିଜୟୀ ରାବଣ ପାଖରେ ଶକ୍ତି, ବୁଦ୍ଧି, ଜ୍ଞାନ ଓ ସ୍ୱର୍ଣ୍ଣର ଲଙ୍କା—ସବୁକିଛି ଥିଲା। କିନ୍ତୁ ଗୋଟିଏ ଜିନିଷ ତା’ର ବିନାଶର କାରଣ ହେଲା, ସେଇଟି ହେଉଛି— ଅହଂକାର। ସେହିପରି ଅସୀମ ବଳଶାଳୀ, ୧୦୦ ଭାଇଙ୍କର ଜ୍ୟେଷ୍ଠ ଦୁର୍ଯ୍ୟୋଧନଙ୍କର ଅହଂକାର ମଧ୍ୟ ଶେଷରେ ଧୂଳିସାତ ହୋଇଗଲା। କାଳର କରାଳ ଚକ୍ରରେ କାହାର … Continue reading ଅହଂକାରରେ ବୁଡ଼ିଗଲେଣି! || Drowning in pride!